ପାରଳାଖେମୁଣ୍ଡି: ଗଜପତିରେ ଆୟୋଜିତ ହେବ ଯୁବ ମହୋତ୍ସବ: ଜାଣନ୍ତୁ କେବେ ଓ କେମିତି କରିବେ ଆବେଦନ
ଗଜପତିରେ ନଭେମ୍ବର ୧୧ ଓ ୧୨ରେ ଆୟୋଜିତ ହେବ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ। ୧୫ରୁ ୨୯ ବର୍ଷ ବୟସ୍କ ଯୁବକ ଯୁବତୀମାନେ ନିଶାମୁକ୍ତ ସମାଜ ଓ ସୃଜନଶୀଳତାକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ। ପଞ୍ଜୀକରଣ ପାଇଁ QR କୋଡ୍ ସ୍କାନ୍ କରନ୍ତୁ।