କଟକ ପୌରାଞ୍ଚଳ: ବିୟୋଗ ହେଲେ ଚାନ୍ଦିନୀଚୌକ ଦୁର୍ଗା ପୂଜା କମିଟି ସାଧାରଣ ସମ୍ପାଦକ ସୁଶାନ୍ତ ପାଣି
ଚାନ୍ଦିନୀଚୌକ ଦୁର୍ଗା ପୂଜା କମିଟି ସାଧାରଣ ସମ୍ପାଦକ ଓ ବିଜେଡି ଉପ ସଭାପତି ସୁଶାନ୍ତ ପାଣି (ଟୁଲୁ ଭାଇ) ଙ୍କ ପରଲୋକ। ଆସନ୍ତାକାଲି ସତୀ ଚଉରା ଠାରେ ହେବ ଅନ୍ତିମ କାର୍ଯ୍ୟ। ତାଙ୍କ ପତ୍ନୀ ମମତା ପାଣି ପୂର୍ବତନ କର୍ପୋରେଟର ଥିଲେ।