ପୁରୀ: ଅର୍ଣ୍ଣବ ବାତ୍ୟା: ପୁରୀରେ ଅଶାନ୍ତ ସମୁଦ୍ର, ବଡଦାଣ୍ଡରେ ଆଣ୍ଠୁଏ ପାଣି
Puri, Puri | Oct 28, 2026
ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ପୁରୀରେ ଜନଜୀବନ ଅସ୍ତବ୍ୟସ୍ତ। ସମୁଦ୍ର ଅଶାନ୍ତ ରହିଥିବାବେଳେ ସହରର ଖାଲୁଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି। ପ୍ରଶାସନ ପକ୍ଷରୁ ସଜାଗ ରହିବାକୁ ନିର୍ଦ୍ଦେଶ, ଆସନ୍ତା ଦୁଇ ଦିନ ପବନ ଓ ବର୍ଷାର ବେଗ ବଢିବାର ସମ୍ଭାବନା।