Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

କୋଟପାଡ: କୋଟପାଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବ୍ଲକ ସଭାପତି ଚୟନ

Kotpad, Koraput | Jan 16, 2026
ବିଜୁ ଜନତା ଦଳ ତାର ସଂଗଠନକୁ ତୃଣମୂଳସ୍ତର ରୁ ଅଧିକ ମଜବୁତ କରିବା ପାଇଁ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରଖିଛି। ଏହି ଅବସରରେ କୋରାପୁଟ ଜିଲ୍ଲା ର ସମସ୍ତ ବ୍ଲକ ସଭାପତି ଚୟନ ଶେଷ ହୋଇଛି l ସେହିଭଳି କୋଟପାଡ଼ ନିର୍ବାଚନ ମଣ୍ଡଳୀ ର କୁନ୍ଦୁରା, କୋଟପାଡ଼ ବ୍ଲକ ଏବଂ ଏନଏସି, ବାରିଗୁମ୍ମା ଏବଂ ବୈପାରୀଗୁଡା ରେ ମଧ୍ୟ ବ୍ଲକ ସଭାପତି ଚୟନ ହୋଇଥିବା ଆଜି ଅପରାହ୍ନ ଚାରିଟା ସମୟରେ ଜଣା ପଡିଛି l