Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ଭଦ୍ରକ ଗ୍ରାମାଞ୍ଚଳ: ସାହାସପୁର ଗ୍ରାମ ରେ ଚାଷ କ୍ଷେତ ରେ ଦିଆଯାଇଥିବା ଝଟକାରେ ଚାଲିଗଲା ତିନି ନିରିହ ଜୀବନ

Bhadrak Rural, Bhadrak | Sep 13, 2025
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ସାହାସପୁର ଗ୍ରାମ ରେ ଚାଷୀ ମାନେ ନିଜ ଚାଷ କ୍ଷେତ ର ସୁରକ୍ଷା ପାଇଁ ଝଟକା ଲଗାଇଛନ୍ତି। ଏହି ଝଟକା ରେ ଲାଗି ତିନି ଟି ନିରିହ ଜୀବନ ଚାଲିଯାଇଛି।ଦୁଇଟି ବୃଷବ ଓ ଏକ ମାଙ୍କଡ଼ ର ଜୀବନ ଚାଲିଯାଇଛି। ଏହାକୁ କେନ୍ଦ୍ର କରି ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଧୁଷୁରୀ ଥାନା ର ଦ୍ବାରସ୍ଥ ହୋଇଛନ୍ତି। ଆଜି ଦିନ ୪ ଘଟିକା ସମୟରେ ଦେଖିବାକୁ ମିଳିଛି ଦୃଶ୍ୟ।

MORE NEWS