ଛତ୍ରପୁର: ବ୍ରହ୍ମପୁର ହରିହର ନଗର ସ୍ଥିତ ହରିହର ଭେଟ ମନ୍ଦିର ପରିସରରେ ଧରିତ୍ରୀ ସୁରକ୍ଷା ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ଆଜି ସୋମବାର ସକାଳ 7ଘଣ୍ଟା ସମୟରେ ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଧରିତ୍ରୀ ଦିବସରେ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ପଲିଥିନ୍ ମୁକ୍ତ,ସବୁଜ ଭରା,ରାସାୟନିକ ସାର ଓ କୀଟନାଶକ ବିଷ ବିହୀନ ପରିବେଶ ସୃଷ୍ଟି କରିବା ହିଁ ଧରିତ୍ରୀ ସୁରକ୍ଷା। ରାସ୍ତା କଡ଼ରେ ଅଶ୍ଵତ୍ଥ, ବଟ, ନିମ୍ବ ବୃକ୍ଷ ରୋପଣ ଓ ଗୃହ ଚାରିପାଖରେ ଘୃତ କୁମାରୀ, ତୁଲସୀ, କୁରୁବେଲି,ବ୍ରାହ୍ମୀ, ଭୃଙ୍ଗରାଜ,ପିପ୍ପଳୀ,ଧନିଆ, ଜୁଆଣି, ହଳଦୀ, ପୁଦିନା !