Public App Logo
Jansamasya
Viral
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking
Aimim
Railway
Biharnews
Jodhpur
Fatehpur
Kanganaranaut
Amitshah
Meerut
Fire
Jhansi

ସମ୍ବଲପୁର ମ୍ୟୁନିସିପାଲଟି: ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କଲା ରାଜ୍ୟ ପାଣିପାଗ ବିଭାଗ କାର୍ଯ୍ୟାଳୟ

Sambalpur M, Sambalpur | Jul 17, 2025
ଆସନ୍ତା କାଲି ଶୁକ୍ରବାର ସକାଳ 8 ଟା 30 ମିନିଟ୍ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲାକୁ ୟେଲୋ ଚେତାବନୀ ଦେଇ ରାଜ୍ୟ ପାଣିପାଗ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୁଚନା ଯାରି କରାଯାଇଛି। ଏନେଇ ଆଜି ଦିନ ୧ ଟା ୧୬ ରେ ଏହି ସତର୍କ ସୁଚନା ଦେଇ ଚେତାବନୀ ଦିଆଯାଇଛି।ତେବେ ଚେତାବନୀରେ ସମ୍ବଲପୂର ଜିଲ୍ଲାରେ ଆସନ୍ତା କାଲି ସକାଳ 8,30 ମିନିଟ ପର୍ଯ୍ୟନ୍ତ ବିଜୁଳି ସହିତ ଘଡ଼ଘଡ଼ି ଓ ପୃଷ୍ଠରେ ପ୍ରବଳ ପବନର ବେଗ 30 ରୁ 40 କିଲୋମିଟର ପ୍ରତି ଘଣ୍ଟା ରହିବା ନେଇ ସମ୍ବଲପୂର ଜିଲ୍ଲାକୁ ୟେଲୋ ଚେତାବନୀ ଦେଇ ସତର୍କ ସୁଚନା ଦିଆଯାଇଛି।

MORE NEWS