ବାତ୍ୟା ଅକୱାନ ପାଇଁ ଟିପିଏନଓଡିଏଲର ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ। ବିଦ୍ୟୁତ୍ ବିଭ୍ରାଟ ଓ ସୁରକ୍ଷା ପାଇଁ କମ୍ପାନୀ ପକ୍ଷରୁ ଜାରି ହେଲା ହେଲ୍ପଲାଇନ ନମ୍ବର ୧୯୧୨ ଓ ୧୮୦୦-୩୪୫-୬୭୧୮।