ଭୋଗରାଇ: ମହେଶପୁର ପଞ୍ଚାୟତରେ ହିତାଧିକାରୀଙ୍କୁ ମିଳିଲା ପାଇଖାନା ନିର୍ମାଣ କାର୍ଯ୍ୟାଦେଶ
ମହେଶପୁର ପଞ୍ଚାୟତରେ ପାଇଖାନା ଗୃହ ନିର୍ମାଣ ପାଇଁ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି ବିଡ଼ିଓ ପ୍ରଶାନ୍ତ କୁମାର ମହାରଣା। ଏହି କାର୍ଯ୍ୟକ୍ରମରେ ଯୋଗ୍ୟ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି।