Public App Logo
Jansamasya
Viral
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking
Aimim
Railway
Biharnews
Jodhpur
Fatehpur
Kanganaranaut
Amitshah
Meerut
Fire
Jhansi

ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ସହର ଠାରେ ଦେଖିବାକୁ ମିଳିଛି ଓଡ଼ିଶା ବନ୍ଦ ର ପ୍ରଭାବ

Sambalpur M, Sambalpur | Jul 17, 2025
12 ଘଣ୍ଟିଆ ଓଡିଶା ବନ୍ଦ ର ପ୍ରଭାବ ହୀରାକୁଦ ସହର ଠାରେ ଆଜି ଦେଖିବାକୁ ମିଳିଥିଲା। ଆଜି ହୀରାକୁଦ ସହର କଂଗ୍ରେସ କମିଟିର ସଭାପତି ରବି ରାଉତଙ୍କ ନେତୃତ୍ବରେ ହୀରାକୁଦ ସହରର ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ କରାଯାଇଥିଲା।କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ବିଭିନ୍ନ ସ୍ଥାନକୁ ବାଇକ୍ ଶୋଭାଯାତ୍ରା ରେ ଯାଇ ପିକେଟିଂ କରି ବନ୍ଦ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଏଥିସହ ହୀରାକୁଦ ଠାରେ ଥିବା ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ,ସବୁ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ, ପେଟ୍ରୋଲ ପମ୍ପ ଗୁଡ଼ିକ ମଧ୍ୟ ବନ୍ଦ ରହିଥିଲା।

MORE NEWS

ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ସହର ଠାରେ ଦେଖିବାକୁ ମିଳିଛି ଓଡ଼ିଶା ବନ୍ଦ ର ପ୍ରଭାବ - Sambalpur M News