Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା କରପଡା ଗ୍ରାମ ଜଙ୍ଗଲ ରେ ପୋଲିସ ପ୍ରଶାସନ ର ଚଢାଉ କରାଯାଇ 26 ଜଣ ଜୁଆଡି କୁ ଗିରଫ କରାଯାଇଛି ।

Digapahandi, Ganjam | Jan 11, 2026
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା କରପଡା ଗ୍ରାମ ଜଙ୍ଗଲ ରେ ପୋଲିସ ପ୍ରଶାସନ ର ଚଢାଉ କରାଯାଇ 26 ଜଣ ଜୁଆଡି କୁ ଗିରଫ କରାଯାଇଛି । ଏଥିସହ ନଗଦ ନ ଲକ୍ଷ ରୁ ଅଧିକ ଟଙ୍କା ସହ ଏକ ମୋଟରସାଇକେଲ ଓ ଏକ କାର ଜବତ ହୋଇଥିବାର ଖବର ମିଳିଛି । ଏ ନେଇ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିବା ବେଳେ ଚଢାଉ ରେ ବ୍ରହ୍ମପୁର ପୋଲିସ ପ୍ରଶାସନ ମଧ୍ଯ ସାମିଲ ହୋଇଥିବାର ଖବର ମିଳିଛି ।
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା କରପଡା ଗ୍ରାମ ଜଙ୍ଗଲ ରେ ପୋଲିସ ପ୍ରଶାସନ ର ଚଢାଉ କରାଯାଇ 26 ଜଣ ଜୁଆଡି କୁ ଗିରଫ କରାଯାଇଛି । - Digapahandi News