ଅନୁଗୋଳ: ବସନ୍ତ ବେହେରାଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତାର ପ୍ରତିଶୃତି ଦେଲେ ମୃଦୁଳା ଠାକୁର ପ୍ରଧାନ
Anugul, Angul | Oct 22, 2026 ବ୍ରେନ୍ ହାମରେଜ୍ରେ ପୀଡ଼ିତ ବସନ୍ତ ବେହେରାଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ବିକାଶ ଟ୍ରଷ୍ଟ ଫାଉଣ୍ଡେସନ୍ ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦେଲେ ପ୍ରତିଶୃତି ।