ତଲସରା: ଗାଏବିରା ଗ୍ରାମର କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଙ୍କର ପରଲୋକ
ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀ ର ଜଣେ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତାଙ୍କ ଆଜି ତାଙ୍କର ନିଜସ୍ଵ ଘର ସବଡେଗା ବ୍ଳକର ଗାଏବିରା ଗ୍ରାମରେ ପରଲୋକ ଘଟିଛି।ଖିଷ୍ଟିଆନ ରୀତିନୀତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମରେ ସବଡେଗା ବ୍ଳକ କଂଗ୍ରେସ ସଭାପତି ସୁଭେନ୍ଦୁ ନାଏକ,ନିର୍ମଳ ନାଏକ, ପିତାମ୍ବର ଶେଖର ଦେଓ, ରାଜେଶ ପଟେଲ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।