ଭୁବନେଶ୍ୱର: ସ୍କ୍ରାବ ଟାଇଫସ: ରାଜ୍ୟରେ କୌଣସି ପଜେଟିଭ କେସ ମିଳିନାହିଁ, ଭୟଭୀତ ହେବାର ଆବଶ୍ୟକତା ନାହିଁ
Bhubaneswar, Khordha | Sep 9, 2026
ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟରେ ଏପର୍ଯ୍ୟନ୍ତ ସ୍କ୍ରାବ ଟାଇଫସ ପଜେଟିଭ କେସ ମିଳିନାହିଁ। ELISA ଟେଷ୍ଟରେ ମୃତ୍ୟୁ ସମ୍ବନ୍ଧୀୟ ପରୀକ୍ଷା ନେଗେଟିଭ ଆସିଛି। SOP ଅନୁସାରେ ପରିଚାଳନା ଚାଲିଛି, ଲୋକେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।