Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

କୋଟପାଡ: ବୈପାରୀଗୁଡା ଠାରେ ମିଲର୍ସଙ୍କ ମନମାନି ଅଭିଯୋଗ, କଟିନି ଛଟନିକୁ ନେଇ ତାତିଲେ ଚାଷୀ, ମିଳିତ ଅଭିଯୋଗ ଶୁଣାଣିରେ ଅଧିକାରୀଙ୍କୁ ଘେରିଲେ

Kotpad, Koraput | Jan 19, 2026
ମିଲର୍ସଙ୍କ ମନମାନି ଅଭିଯୋଗ, କଟିନି ଛଟନିକୁ ନେଇ ତାତିଲେ ଚାଷୀ, ମିଳିତ ଅଭିଯୋଗ ଶୁଣାଣିରେ ଅଧିକାରୀଙ୍କୁ ଘେରିଲେ l ବୈପାରିଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ମୋଟ ୫୨ ଟି ଅଭିଯୋଗ ଶୁଣାଣି  ହୋଇଥିବା ବେଳେ ସେଥିମଧ୍ୟରୁ ୧୭ ଟି ବ୍ୟକ୍ତିଗତ ଓ ୩୫ ଟି ସାମୁହିକ ଅଭିଯୋଗ ଥିଲା। ବିଶେଷ କରି ଆଜି ଅପରାହ୍ନ ୩ ଟା ସମୟରେ ଧାନ ମଣ୍ଡିର ଅବ୍ୟବସ୍ଥାକୁ ନେଇ ଚାଷୀ ତାତିଲେ ଏବଂ ଅଧିକାରୀଙ୍କୁ ଘେରିଲେ l