Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Dm
Rajasthan
मध्यप्रदेश
Bollywood
Patna
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी

କୋଟପାଡ: ଶହୀଦ ମାଟି ତେନ୍ତୁଳିଗୁମ୍ମା ଠାରେ ମଣ୍ଡି ଖୋଲିବା ପାଇଁ ଦାବୀ,

Kotpad, Koraput | Jan 14, 2026
ଶହୀଦ ମାଟିରେ ମଣ୍ଡି ଖୋଲିବା ପାଇଁ ଦାବୀ l ବୈପାରୀଗୁଡା ବ୍ଲକ ରାମଗିରି ଠାରେ ତେନ୍ତୁଳିଗୁମ୍ମା ପଂଚାୟତ ବାସୀ ଉପଜିଲ୍ଲାପାଳ ଙ୍କ ଉଦେଶ୍ୟରେ ସ୍ଥାନୀୟ ତହସିଲଦାର ଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି l ଆଜି ଅପରାହ୍ନ ଦୁଇ ଟା ସମୟରେ ରାମଗିରି ଧାନ ମଣ୍ଡିରେ ଏଭଳି ଅଭିଯୋଗ ହୋଇଥିବା ଦେଖିବାକୁ ମିଳିଛି l ତେନ୍ତୁଳିଗୁମ୍ମା ପଞ୍ଚଯାତ ବାସୀଙ୍କ ଦାବୀ ଅନୁଯାଇ, ସେମାନଙ୍କ ଧାନ ମଣ୍ଡିରେ ବିକ୍ରି ପାଇଁ ନବେ କିଲୋମିଟର ଦୁର ରାମଗିରି ମଣ୍ଡିକୁ ଆଣିବାକୁ ପଡୁଛି l ଏଣୁ ଶହୀଦ ଲଷ୍ମଣ ନାୟକ ଜନ୍ମ ମାଟି ତେନ୍ତୁଳିଗୁମ୍ମା ଠାରେ ମଣ୍ଡି ଖୋଲିବା ପାଇଁ ଦାବୀ ହୋଇଛି l