ନାଟ ନାଟୁଆ ପରିବାର ପକ୍ଷରୁ ସତ୍ୟ ନାରାୟଣ ପଟେଲଙ୍କ ନିର୍ଦେଶନାରେ ନାଟକ ‘ଶଙ୍ଖନାଦ’ ମଞ୍ଚସ୍ଥ ହୋଇଛି।ନୂତନ ପ୍ରେକ୍ଷାଳୟ ରେ,ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ସୁରଥ ଚନ୍ଦ୍ର ନାୟକ, ପର୍ଶୁରାମ ମିଶ୍ର, ହୃଦାନନ୍ଦ ଶର୍ମା, ବିଭୂତି କଲ୍ୟାଣ ପଟେଲ, ମଳୟ ବେହେରା ଓ କୁମରେଶ ଦଶଭାୟା ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ | ଏହି ନାଟକରେ ସିନେମା ତାରକା ସଞ୍ଜୟ ପାତ୍ର, ଓମ୍ ପ୍ରକାଶ ପଟେଲ, ବିଜୁ ସାହୁ, କୁମାର ବିକ୍ରମ, ବାବୁନି ମହାନ୍ତି, ସୁଜିତ ବୁଡ଼ା, ଅରୁଣ ନାୟକ ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । #amarkuchinda #kuchinda #sambalpur #NewsUpdate