କୁଚିଣ୍ଡା ହିନ୍ଦୁ ଯୁବ ମୋର୍ଚା ତରଫ ରୁ ସଶସ୍ତ୍ର ପୂଜନ ଆଜି ପଞ୍ଚମୁଖି ମାଁ କନକ ଦୁର୍ଗା , ମନ୍ଦିର ଛକ, ଦୁର୍ଗା ମଣ୍ଡପ ଓ ପୁରୁଣା ବସ ଷ୍ଟାଣ୍ଡ ରେ ଥିବା ମାତା ଦୁର୍ଗାଙ୍କ ମନ୍ଦିର ରେ ସଶସ୍ତ୍ର ପୂଜା କରି ଶପଥ ପାଠ ସହ ସହର ପରୀକ୍ରମା କରିଥିଲେ, ହିନ୍ଦୁ ଧର୍ମ ର ମଠ,ମନ୍ଦିର ଗୌମାତା,ରାଷ୍ଟ୍ର ରକ୍ଷା ପାଇଁ ପ୍ରତିଜ୍ଞା ନେଲେ କୁଚିଣ୍ଡା ହିନ୍ଦୁ ଯୁବ ମୋର୍ଚା
ଏହି କାର୍ଯ୍ୟକ୍ରମ ରେ କେବିନେଟ ମନ୍ତ୍ରୀ ରବିନାରାୟଣ ନାଏକ,ଯୋଗଦେଇଥିବା ବେଳେ ଭିକୁ ନାଏକ ଙ୍କ ତତ୍ତ୍ୱବଧାନରେ କାର୍ଯ୍ୟକ୍ରମ ର ସହଯୋଗ ରେ ମଣ୍ଟୁ ରାୟ, ସୌରଭ କର ପ୍ରମୁଖ ସହଯୋଗ କରିଥିଲେ l #amarkuchinda #kuchinda