Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ଛେଣ୍ଡିପଦା: ଟାଙ୍ଗିରି ସମବାୟ ସମିତିରେ ସାରର ଅଭାବୀ ବିକ୍ରି ଯୋଗୁଁ ସମବାୟ ସମିତି ସମ୍ମୁଖରେ ଉତ୍ତେଜନା ପ୍ରକାଶ

Chhendipada, Angul | Aug 16, 2025
ଚାଷୀଙ୍କ ଚିନ୍ତା ପାଲଟିଛି ସାର । ବଜାରରେ ସାର ମିଳୁନଥିବାରୁ ହତାଶ ହେଉଛନ୍ତି ଚାଷୀ । ସମସ୍ୟାର ସମାଧାନ କରୁନି ପ୍ରଶାସନ । ଚଳିତ ବର୍ଷ ଭଲ ବର୍ଷା ହେବାରୁ ଖରିଫ ଚାଷ ଫୁଲ ଦମରେ ଆରମ୍ଭ କରିଛନ୍ତି ଚାଷୀ । ଏହି ସମୟରେ ବଜାରରେ ସାରର ଅଭାବୀ ବିକ୍ରି ଯୋଗୁଁ ଉଚ୍ଚା ଦରରେ କିଣୁଥିବା ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର ଯୋଗାଇ ଦେବା ପାଇଁ ଲାଇସେନ୍ସପ୍ରାପ୍ତ ବିତରକ ଓ ପେସ୍କ ଗୁଡିକକୁ ଦାୟିତ୍ଵ ଦିଆଯାଇଛି ।