Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Cbi
Mathura
���ायल
Fatehpur
Jodhpur
Amitshah
Uppolice

ରେଙ୍ଗାଲି: ରେଙ୍ଗାଲି ନିର୍ବାଚନ ମଣ୍ଡଳି ର କଂଗ୍ରେସ ନେତା ଦିଲ୍ଲୀପ ଦୁରିଆଙ୍କୁ କଂଗ୍ରେସ ସୁବର୍ଣ୍ଣପୁର ଜ଼ିଲ୍ଲା ର ପର୍ଯ୍ୟବେକ୍ଷକ ଭାବେ କରାଗଲାନିଯୁକ୍ତ

Rengali, Sambalpur | Jul 6, 2025
ରେଙ୍ଗାଲି ନିର୍ବାଚନ ମଣ୍ଡଳି ର କଂଗ୍ରେସ ନେତା ଦିଲ୍ଲୀପ ଦୁରିଆଙ୍କୁ କଂଗ୍ରେସ ସୁବର୍ଣ୍ଣପୁର ଜ଼ିଲ୍ଲା ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି l ପର୍ଯ୍ୟବେକ୍ଷକ ନିଯୁକ୍ତି ହେଵା ପରେ ଆଜି ସୁବର୍ଣପୁର ଗସ୍ତ କରି କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିଛନ୍ତି l ଆଗାମୀ ୧୧ ତାରିଖରେ ଭୁବନେଶ୍ୱର ଠାରେ ସମ୍ବିଧାନ ବଞ୍ଚାଓ ସମାବେଶରେ ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ ସୁବର୍ଣ୍ଣପୁର ରେ ଏକ ପ୍ରସ୍ତୁତି ବୈଠକ କରିଥିଲେ l
ରେଙ୍ଗାଲି: ରେଙ୍ଗାଲି ନିର୍ବାଚନ ମଣ୍ଡଳି ର କଂଗ୍ରେସ ନେତା ଦିଲ୍ଲୀପ ଦୁରିଆଙ୍କୁ କଂଗ୍ରେସ ସୁବର୍ଣ୍ଣପୁର ଜ଼ିଲ୍ଲା ର ପର୍ଯ୍ୟବେକ୍ଷକ ଭାବେ କରାଗଲାନିଯୁକ୍ତ - Rengali News