Public App Logo
Jansamasya
News
पुलिस
Bjp
National
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Up
Bollywood
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
यूपी
कानपुर
Uttarpradesh
Haryana

ମାଲକାନଗିରି: କୁମୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

MORE NEWS

ମାଲକାନଗିରି : ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଟପ୍ପର ହେଲେ କାଲିମେଳାର ମେଧାବୀ ଛାତ୍ର ଭୂପେନ ରାୟ , କେମେଷ୍ଟ୍ରୀରେ ସାରା ବିଶ୍ୱବିଦ୍ୟାଳୟରେ ଶ୍ରେଷ୍ଠ ସ୍ଥାନ ହାସଲ କରି ଆଣିଲେ ଗୌରବ I

#MalkangiriNews #VDCollege #Topper

ମାଲକାନଗିରି : ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଟପ୍ପର ହେଲେ କାଲିମେଳାର ମେଧାବୀ ଛାତ୍ର ଭୂପେନ ରାୟ , କେମେଷ୍ଟ୍ରୀରେ ସାରା ବିଶ୍ୱବିଦ୍ୟାଳୟରେ ଶ୍ରେଷ୍ଠ ସ୍ଥାନ ହାସଲ କରି ଆଣିଲେ ଗୌରବ I #MalkangiriNews #VDCollege #Topper

Malkangiri, Malkangiri | Jun 13, 2026

ଦୁର୍ଘଟଣାରେ ମହିଳା ଆଇନଜୀବୀ ଗୁରୁତର; ସିସିଟିଭିରେ କଏଦ ହେଲା ଦୃଶ୍ୟ ମାଲକାନଗିରିର ମହିଳା ଆଇନଜୀବୀ କୋର୍ଟରୁ ଫେରିବା ସମୟରେ ଆଦର୍ଶ ଥାନା ନିକଟରେ ସ୍କୁଟିରୁ ପଡ଼ି ଗୁରୁତର ଆହତ ହୋଇଛନ୍ତି। ଏହି ସମ୍ପୂର୍ଣ୍ଣ ଦୁର୍ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଖବର ପାଇ ଆଦର୍ଶ ଥାନା ଆଇଆଇସି ରିଗାନ କିଣ୍ଡ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆଇନଜୀବୀ ଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। 

#MalkangiriNews #RoadAccident #MalkangiriPolice #Odisha

ଦୁର୍ଘଟଣାରେ ମହିଳା ଆଇନଜୀବୀ ଗୁରୁତର; ସିସିଟିଭିରେ କଏଦ ହେଲା ଦୃଶ୍ୟ ମାଲକାନଗିରିର ମହିଳା ଆଇନଜୀବୀ କୋର୍ଟରୁ ଫେରିବା ସମୟରେ ଆଦର୍ଶ ଥାନା ନିକଟରେ ସ୍କୁଟିରୁ ପଡ଼ି ଗୁରୁତର ଆହତ ହୋଇଛନ୍ତି। ଏହି ସମ୍ପୂର୍ଣ୍ଣ ଦୁର୍ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଖବର ପାଇ ଆଦର୍ଶ ଥାନା ଆଇଆଇସି ରିଗାନ କିଣ୍ଡ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆଇନଜୀବୀ ଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। #MalkangiriNews #RoadAccident #MalkangiriPolice #Odisha

Malkangiri, Malkangiri | Jun 13, 2026