ଈଶାଣୀରେ ସମାଜସେବୀ ମନ୍ମଥ ପରିଡ଼ାଙ୍କ ଏକାଦଶାହ: ଯୋଗଦେଲେ ରେମୁଣା ବିଧାୟକ ଗୋବିନ୍ଦ ଦାସ
Baleshwar, Balasore | Oct 6, 2026
ବାଲେଶ୍ୱର ଇସାଣୀ ସ୍ଥିତ ବାସଭବନରେ ସମାଜସେବୀ ସ୍ୱର୍ଗତ ମନ୍ମଥ କୁମାର ପରିଡ଼ାଙ୍କ ଏକାଦଶାହ ଓ ସ୍ମୃତି ସଭା ଅନୁଷ୍ଠିତ । କାର୍ଯ୍ୟକ୍ରମରେ ଯୋଗ ଦେଲେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ।