Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Politics

ଲୋଇସିଂହା: ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଲୋଇସିଂହା କଲେଜ ଠାରୁ ଏକତା ପଦଯାତ୍ରା’ରେ ସାମିଲ ହେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ

Loisinga, Balangir | Nov 19, 2025
ଏକ ଭାରତ, ଶ୍ରେଷ୍ଠ ଭାରତ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଜିଲ୍ଲା ପ୍ରଶାସନ ବଲାଙ୍ଗିର ତରଫରୁ ଆୟୋଜିତ 'ଏକତା ପଦଯାତ୍ରା'ରେ ସାମିଲ ହେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ। ଲୋଇସିଂହା କଲେଜ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସାଂସଦ ଶ୍ରୀମତୀ Sangeeta Kumari Singh Deo, ସରକାରୀ ଅଧିକାରୀ, କଲେଜର ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ପ୍ରମୁଖ ଯୋଗଦେଇଥିଲେ। ସମସ୍ତଙ୍କୁ ଏକତାର ମନ୍ତ୍ରରେ ଏକତ୍ରିକ କରି 'ଏକ ଭାରତ, ଶ୍ରେଷ୍ଠ ଭାରତ' ଗଠନ କରିବା ଥିଲା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଲକ୍ଷ୍ୟ।
ଲୋଇସିଂହା: ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଲୋଇସିଂହା କଲେଜ ଠାରୁ ଏକତା ପଦଯାତ୍ରା’ରେ ସାମିଲ ହେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ - Loisinga News