କଟକ ପୌରାଞ୍ଚଳ: କଟକରେ ପାଳିତ ହେଲା ରାଷ୍ଟ୍ରୀୟ ଏକତା ଦିବସ: ଅଧିକାରୀଙ୍କ ଶପଥ ପାଠ
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ କଟକ ମଙ୍ଗଳାବାଗସ୍ଥିତ ପ୍ରାଣିପାଳନ, ପ୍ରାଣିଚିକିତ୍ସା ଓ ମତ୍ସ୍ୟ ନିର୍ଦ୍ଦେଶାଳୟ ପରିସରରେ ଅଧିକାରୀ ଓ କର୍ମଚାରୀମାନେ ଏକତା ପାଇଁ ଶପଥ ନେଇଛନ୍ତି।