କୋରାପୁଟରୁ ସବୁ ନେଲେ, କିନ୍ତୁ କିଛି ଦେଲେ ନାହିଁ – ପଟାଙ୍ଗି ସରପଞ୍ଚଙ୍କ ପ୍ରଶ୍ନ
କୋରାପୁଟ ଜିଲ୍ଲାର ପ୍ରାକୃତିକ ସମ୍ପଦ, ଖଣିଜ ସମ୍ପଦ ଓ ରାଜସ୍ୱ ରାଜ୍ୟକୁ ବହୁ ଅବଦାନ ଦେଉଥିବା ସତ୍ତ୍ୱେ ଆଜି ମଧ୍ୟ ଜିଲ୍ଲାର ମୌଳିକ ସୁବିଧା, ରାସ୍ତାଘାଟ, ସ୍ୱାସ୍ଥ୍ୟ, ଶିକ୍ଷା ଓ ରୋଜଗାର କ୍ଷେତ୍ରରେ ଆଶାନୁରୂପ ବିକାଶ କାହିଁକି ହୋଇନାହିଁ?
ଏହି ପ୍ରସଙ୍ଗରେ ପଟାଙ୍ଗିର ସରପଞ୍ଚ ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି— "କୋରାପୁଟରୁ ସବୁ ନେଲେ, କିନ୍ତୁ କିଛି ଦେଲେ ନାହିଁ। ବିକାଶ କୁଆଡ଼େ ଗଲା?"
ଏହି ମନ୍ତବ୍ୟକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।
ଆପଣଙ୍କ ମତ କଣ? କୋରାପୁଟ ତା'ର ହକ୍ର ବିକାଶ ପାଇଛି କି? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ।
#Koraput #Patangi #Development #Odisha #Openlensnews #VoiceOfKoraput