Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh

ବିଜେପୁର: ରାଇସଲପଦର ପଞ୍ଚାୟତ ଅନ୍ତର୍ଗତ ଅମଲିପାଲି ଗ୍ରାମର ରୀତା ସାହୁଙ୍କ ଗୋଡ କଟି ଯାଇଥିବା ଦୁଃଖଦ ଖବର ପାଇ ମାନ୍ୟବର ସାଂସଦ ପଠାଇଲେ ସହାୟତା

ଗାଇସିଲେଟ ବ୍ଲକ୍ ର ରାଇସଲପଦର ପଞ୍ଚାୟତ ଅନ୍ତର୍ଗତ ଅମଲିପାଲି ଗ୍ରାମର ରୀତା ସାହୁଙ୍କ ଗୋଡ କଟି ଯାଇଥିବା ଦୁଃଖଦ ଖବର ପାଇ ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ତୁରନ୍ତ ତାଙ୍କୁ ଆର୍ଥିକ ସହଯୋଗ ପଠାଇଥିଲେ। ସେହି ସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମାଧ୍ୟମରେ ଏକ ହ୍ୱିଲଚେୟର ଓ ଡାକ୍ତରୀ ଟିମ୍ କୁ ତାଙ୍କ ନିକଟକୁ ପଠାଇ ଚିକିତ୍ସା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଗଲା।
ବିଜେପୁର: ରାଇସଲପଦର ପଞ୍ଚାୟତ ଅନ୍ତର୍ଗତ ଅମଲିପାଲି ଗ୍ରାମର ରୀତା ସାହୁଙ୍କ ଗୋଡ କଟି ଯାଇଥିବା ଦୁଃଖଦ ଖବର ପାଇ ମାନ୍ୟବର ସାଂସଦ ପଠାଇଲେ ସହାୟତା - Bijepur News