Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
राजनीति
मौत
बीजेपी
भाजपा
विधायक
Congress
Accident
Modi
Delhi
Viral
राजस्थान
Odisha
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Pmmodi
Kerala
Rahulgandhi
स्कूल

କୋଟପାଡ: କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Kotpad, Koraput | Jan 13, 2026
କୁନ୍ଦୁରା ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଆଜି ଅପରାହ୍ନ ୩ ଟା ରେ ବିଡିଓ ପି.ମନସ୍ମିତା ଅଧ୍ୟକ୍ଷତା କରି ଗତ ବର୍ଷ ପାଳନ ହୋଇଥିବା କାର୍ଯ୍ୟସୂଚୀ ବିଷୟରେ ଅବଗତ କରିଥିଲେ l ପୂର୍ବ ବର୍ଷର କାର୍ଯ୍ୟସୂଚୀରେ କିଛି ପରିବର୍ତ୍ତନ ହେବ କି ନାହିଁ ତାହା ସମସ୍ତଙ୍କ ମତ ନେଇଥିଲେ l ପୂର୍ବ ବର୍ଷ ମାନଙ୍କ ଭଳି ପାଳନ କରାଯିବ ଏଥିସହ ଆଉ କିଛି କାର୍ଯ୍ୟକ୍ରମ ଏଥିରେ ସାମିଲ କରିବାକୁ ମତ ରଖିଥିଲେ l
କୋଟପାଡ: କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ - Kotpad News