ନୂଆପଡା: ନୂଆପଡା କୋମନାରେ ଶ୍ରୀ ସତ୍ୟ ସାଇ ମହାରୁଦ୍ରମ୍ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଧାୟକ
ନୂଆପଡା ଜିଲ୍ଲା କୋମନା ବ୍ଲକର ଉଦୟନବନ୍ଧ ଶିବ ମନ୍ଦିରରେ ଶ୍ରୀ ସତ୍ୟ ସାଇ ମହାରୁଦ୍ରମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ । ଏଥିରେ ଯୋଗ ଦେଇ ସମାଜରେ ଶାନ୍ତି ଓ ଏକତା ବଜାୟ ରଖିବାକୁ ବାର୍ତ୍ତା ଦେଲେ ବିଧାୟକ ଶ୍ରୀ ଢୋଲକିଆ ।