#ରାକ୍ଷୀ_ପୂର୍ଣ୍ଣିମା_ରେ_ବଡ_ଅଘଟଣ ରାକ୍ଷୀ ବାନ୍ଧିବା ପୂର୍ବରୁ ମରିଗଲା ଗେଲ୍ହା ଭଉଣୀ ନନ୍ଦିତା ରାକ୍ଷୀ ଧରି କାନ୍ଧୁ ଛନ୍ତି ଦୁଇ କୁନି କୁନି ଭାଇ ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀ ରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବିଷ୍ଣୁପୁର ଗାଁ କୁ ଜଳମଗ୍ନ କରି ଦେଇଥିଲା ହେଲେ କିଏ ଜାଣିଥିଲା ସୁବର୍ଣ୍ଣରେଖା ନଦୀ ବନ୍ୟା ରେ କଳା କୁ ଡାକି ଆଣିବ ରାତିରେ ଘରେ ଶୋଇଥିବା ଅବସ୍ଥାରେ ବନ୍ୟା ପାଣି ରେ ଆସି ସାପ ନନ୍ଦିତା ଙ୍କୁ କାମବୁଡି ଦେଇଥିଲା ପରିବାର ଲୋକ ଜାଣି ପାରି ନନ୍ଦିତା ଙ୍କୁ ପ୍ରଥମେ ବାଲିଆପାଳ ଗୋଷ୍ଠୀ କେନ୍ଦ୍ର ନେଇ ଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ କିନ୍ତୁ ରାକ୍ଷୀ ପୂର୍ଣ୍ଣିମା 4 ଦିନ ଆଗରୁ ଭାଇ ହାତରେ ରାକ୍ଷୀ ବାନ୍ଦିବ ବୋଲି ବଜାର ରୁ ରାକ୍ଷୀ ଆଣିଥିଲା ସେଇ ରାକ୍ଷୀ କୁ ଧରି ମୋବାଇଲ ଭଉଣୀ ଫୋଟ ଦେଖି କୁନି କୁନି ଦୁଇ ଭାଇ କାନ୍ଦୁଛନ୍ତି
#Baliapal #bisnupur #snakebites #baleswar
Singla, Balasore | Aug 28, 2026