Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
भाजपा
Congress
Modi
Delhi
Viral
मारपीट
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana

ବୈତରଣୀ ନଦୀରେ ବନ୍ୟା ଆସିବା ପରେ ହାଟଡିହି ଅଞ୍ଚଳରେ ପଶିଛି ବନ୍ୟଜଳ। ନଦୀକୂଳିଆ ଅଞ୍ଚଳର ଅନେକ ସ୍ଥାନରେ ପାଣି ପଶିବା ଆରମ୍ଭ ହୋଇଥିବାରୁ ଲୋକଙ୍କ ମଧ୍ୟରେ ବଢ଼ିଛି ଚିନ୍ତା। #latastnewsupdate #pabitranewsodishalive #Breakingnews #latastnews #heavyrain #hatadihi #keonjhar

MORE NEWS

#ହାଟଡିହି_ଅଞ୍ଚଳରେ_ପଶିଛି_ବନ୍ୟା_ଜଳ।
ବୈତରଣୀ ନଦୀରେ  ବନ୍ୟା ଆସିବା ପରେ ହାଟଡିହି ଅଞ୍ଚଳରେ ପଶିଛି ବନ୍ୟଜଳ। ନଦୀକୂଳିଆ ଅଞ୍ଚଳର ଅନେକ ସ୍ଥାନରେ ପାଣି ପଶିବା ଆରମ୍ଭ ହୋଇଥିବାରୁ ଲୋକଙ୍କ ମଧ୍ୟରେ ବଢ଼ିଛି ଚିନ୍ତା ।
#pabitranewsodishalive #latastnewsupdate #Hatadihi #anandpur #keonjhar #heavyrain

#ହାଟଡିହି_ଅଞ୍ଚଳରେ_ପଶିଛି_ବନ୍ୟା_ଜଳ। ବୈତରଣୀ ନଦୀରେ ବନ୍ୟା ଆସିବା ପରେ ହାଟଡିହି ଅଞ୍ଚଳରେ ପଶିଛି ବନ୍ୟଜଳ। ନଦୀକୂଳିଆ ଅଞ୍ଚଳର ଅନେକ ସ୍ଥାନରେ ପାଣି ପଶିବା ଆରମ୍ଭ ହୋଇଥିବାରୁ ଲୋକଙ୍କ ମଧ୍ୟରେ ବଢ଼ିଛି ଚିନ୍ତା । #pabitranewsodishalive #latastnewsupdate #Hatadihi #anandpur #keonjhar #heavyrain

Kendujhar Town, Kendujhar | Aug 14, 2026

#ଭଦ୍ରକ_ଜିଲ୍ଲାରେ_ପୁନର୍ବାର_ବନ୍ୟା
ଭଦ୍ରକ ରୁ  ଭାୟା ମାଲଦା ,ଷୋଲମ ପୁର,ରହଣିଆ, ଦେଇ ଯାଜପୁର ଟାଉନ୍ କୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତା ବିଛିନ୍ନ |
#latastnews #breakingnewe #Bhadraknews #heavyrain #Pabitranewsodishalive

#ଭଦ୍ରକ_ଜିଲ୍ଲାରେ_ପୁନର୍ବାର_ବନ୍ୟା ଭଦ୍ରକ ରୁ ଭାୟା ମାଲଦା ,ଷୋଲମ ପୁର,ରହଣିଆ, ଦେଇ ଯାଜପୁର ଟାଉନ୍ କୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତା ବିଛିନ୍ନ | #latastnews #breakingnewe #Bhadraknews #heavyrain #Pabitranewsodishalive

Kendujhar Town, Kendujhar | Aug 14, 2026

#ଦନ୍ତା_ହାତୀ_ଆକ୍ରମଣରେ_ଛାତ୍ରୀ_ଗୁରୁତ୍ୱର 
ହାତୀ ଆକ୍ରମଣ ରେ କଲେଜ ଛାତ୍ରୀ ଗୁରୁତ୍ୱର, କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜ ଦରି ଗ୍ରାମର ନାୟକ ସାହି ର ପଞ୍ଚାନନ ବେହେରା ଙ୍କ ଝିଅ ମଞ୍ଜୁଲତା ବେହେରା (18)ଙ୍କୁ ନିଜ ଘର ବାହାରେ ଠିଆ ହୋଇଥିବା ବେଳେ ଟେକି କଚାଡିଦେଲା ହାତୀ।
#latastnewsupdate #pabitranews #pabitranewsodishalive #elephantattack #Villageinelephant

#ଦନ୍ତା_ହାତୀ_ଆକ୍ରମଣରେ_ଛାତ୍ରୀ_ଗୁରୁତ୍ୱର ହାତୀ ଆକ୍ରମଣ ରେ କଲେଜ ଛାତ୍ରୀ ଗୁରୁତ୍ୱର, କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜ ଦରି ଗ୍ରାମର ନାୟକ ସାହି ର ପଞ୍ଚାନନ ବେହେରା ଙ୍କ ଝିଅ ମଞ୍ଜୁଲତା ବେହେରା (18)ଙ୍କୁ ନିଜ ଘର ବାହାରେ ଠିଆ ହୋଇଥିବା ବେଳେ ଟେକି କଚାଡିଦେଲା ହାତୀ। #latastnewsupdate #pabitranews #pabitranewsodishalive #elephantattack #Villageinelephant

Kendujhar Town, Kendujhar | Aug 14, 2026