#ହାଟଡିହି_ଅଞ୍ଚଳରେ_ପଶିଛି_ବନ୍ୟା_ଜଳ।
ବୈତରଣୀ ନଦୀରେ ବନ୍ୟା ଆସିବା ପରେ ହାଟଡିହି ଅଞ୍ଚଳରେ ପଶିଛି ବନ୍ୟଜଳ। ନଦୀକୂଳିଆ ଅଞ୍ଚଳର ଅନେକ ସ୍ଥାନରେ ପାଣି ପଶିବା ଆରମ୍ଭ ହୋଇଥିବାରୁ ଲୋକଙ୍କ ମଧ୍ୟରେ ବଢ଼ିଛି ଚିନ୍ତା ।
#pabitranewsodishalive #latastnewsupdate #Hatadihi #anandpur #keonjhar #heavyrain
Kendujhar Town, Kendujhar | Aug 14, 2026