#ଗୋଦାବରୀଶ_ମିଶ୍ର_ଆଦର୍ଶ_ବିଦ୍ୟାଳୟର_ଶୁଭ_ଶିଳାନ୍ୟାସ
#GodabarishMishraAdarshaVidyalaya
#Cmoodisha
#Mohanmajhi
#EducationministarofIndia
#DharmendraPradhan
#NityanandaGond
#Mlabarchana
#AmarNayak
#Barchana
#ASMITAKHABAR
ବଡ଼ଚଣା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ର ତଥା ରାଜ୍ୟ ସରକାର ଙ୍କ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ରେ ବିଧାୟକ ଅମର କୁମାର ନାୟକଙ୍କ ଦ୍ଵାରା ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ,ବିଶେଶ୍ୱର ଉଚ୍ଚ ବିଦ୍ୟାଳୟ ଚଣ୍ଡିତଳ ଓ କୋଲସାହି ସରକାରୀ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଦ୍ଵାରା ଆଭାଷୀ ମାଧ୍ୟମରେ ଶୁଭ ଶିଳାନ୍ୟାସ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବଡ଼ଚଣା ଶିକ୍ଷାମଣ୍ଡଳ ଅଧିକାରୀଙ୍କ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିଷୟତ୍ରୀ ଓ ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ ବିଭାଷ ଚନ୍ଦ୍ର ନନ୍ଦ, ଯାଜପୁର ଜିଲ୍ଲା ପରିଷଦ ଉପଧ୍ୟାକ୍ଷ ଗଣେଶ୍ୱର ବରାଳ, ଜିଲ୍ଲା ପରିଷଦ ସଭ୍ୟ ଯଚିନ୍ଦ୍ର ନାୟକ, ଚଣ୍ଡିତଳ ସରପଞ୍ଚ ସାଗରୀକା ଵିହାରୀ,ଛତିଆ ସରପଞ୍ଚ ରମେଶ ପୃଷ୍ଟି, ସମିତି ସଭ୍ୟ ଦୀପକ ସାହୁ,ଦର୍ପଣ ପଞ୍ଚାୟତ ସରପଞ୍ଚ ରଞ୍ଜନ ଦାସ,ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନ,ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ସହ ସାଧାରଣ ମାନେ ଉପସ୍ଥିତ ଥିଲେ ।