ଭୋଗରାଇ: ଜଳେଶ୍ୱର ଘଟଣା: ଦୋଷୀଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବି କଲେ ଆଇନଜୀବୀ ସପନ କୁମାର ପାଳ
ଜଳେଶ୍ୱର ଅଞ୍ଚଳର ଏକ ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି କମର୍ଦା ଅଞ୍ଚଳର ହାଇକୋର୍ଟ ଆଇନଜୀବୀ ସପନ କୁମାର ପାଳ। ମୁଖ୍ୟ ଅଭିଯୁକ୍ତଙ୍କ ସହ ସାମିଲ ଥିବା ସମସ୍ତ ଦୋଷୀଙ୍କୁ ଫାଶୀ ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି।