Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

କୋଟପାଡ: କଟ୍ରିଗୁଡାରୁ ଲଷ୍ମୀ ବାସ ସେବା ଆରମ୍ଭ, ବିଡ଼ିଓ ଙ୍କୁ ଧନ୍ୟବାଦ ଯୋଇଲେ ଗାଁ ଲୋକେ,

Kotpad, Koraput | Jan 14, 2026
କଟ୍ରିଗୁଡା ରେ ଲଷ୍ମୀ ବାସ ସେବା ଆରମ୍ଭ, ବିଡ଼ିଓ ଙ୍କୁ ଧନ୍ୟବାଦ ଯୋଇଲେ ଗାଁ ଲୋକେ l କୁନ୍ଦୁରା ବ୍ଲକ ସଦର ମହକୁମା ଠାରୁ ଅସନା ପଂଚାୟତ କଟ୍ରିଗୁଡାକୁ କୁ ଆରମ୍ଭ ହେଲା ଲଷ୍ମୀ ବସ ସେବା। ଏଥିଲାଗି ଆଜି ପୂର୍ବାହ୍ନ ଏଗାରଟା ସମୟରେ ଗଣ ମାଧ୍ୟମ ଜରିଆରେ ବିଡ଼ିଓ ଙ୍କୁ ଧନ୍ୟବାଦ ଜଣାଇଲେ ଗାଁ ଲୋକେ l ଅସନା ପଂଚାୟତ ବାସୀଙ୍କ ଦୀର୍ଘ ଦିନର ଆଶା ପୂରଣ ହେଲା। ଗତ ଦିନରେ ଯେତିକି ଲଷ୍ମୀ ବସ ଚାଲିଥିଲା ତାହା କେବଳ ଆସନାର କିଛି ଗାଁ ଭିତରେ ଯାତାୟତ କରୁଥିବା ବେଳେ ବର୍ତ୍ତମାନ କଟ୍ରିଗୁଡା ପର୍ଯ୍ୟନ୍ତ ବସ ସେବା ଆରମ୍ଭ ହେଲା l ବିଡ଼ିଓ ପି ମାନସ୍ମିତାଙ୍କୁ ଧନ୍ୟବାଦ ଜଣାଇଲେ ଗାଁ ଲୋକେ l