କଟକ ପୌରାଞ୍ଚଳ: କଟକରେ ଉତ୍କଳ ସାହିତ୍ୟ ସମାଜର ନୂତନ କାର୍ଯ୍ୟାଳୟ ଲୋକାର୍ପିତ
କଟକରେ ଉତ୍କଳ ସାହିତ୍ୟ ସମାଜର ନୂତନ କାର୍ଯ୍ୟାଳୟ ଲୋକାର୍ପିତ ହୋଇଛି। ସ୍ୱର୍ଗତ ଶୁଭାଶିଷ କରଙ୍କ ସ୍ମୃତିରେ ତାଙ୍କ ପରିବାରର ସହାୟତାରେ ଏହି କାର୍ଯ୍ୟାଳୟ ନିର୍ମିତ ହୋଇଛି। ଇଂ. ପ୍ରମୋଦ କୁମାର ମିଶ୍ର ଏହାକୁ ଉଦଘାଟନ କରିଛନ୍ତି।