Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Politics

ଲୋଇସିଂହା: ବେନ୍ଦ୍ରା ରୋଡ଼ରେ ଚଳନ୍ତା ବାଇକରୁ ଖସି ପଡ଼ି ମହିଳା ଗୁରୁତର

Loisinga, Balangir | Nov 21, 2025
ବେନ୍ଦ୍ରା ରୋଡ଼ରେ ବାଇକ ରୁ ପଡ଼ି ମହିଳା ଗୁରୁତର ବଲାଙ୍ଗୀର ଲୋଇସିଂହା ବେନ୍ଦ୍ରା ରୋଡ଼ରେ ଚଳନ୍ତା ବାଇକ ରୁ ଖସି ପଡି ଜଣେ ମହିଳା ଗୁରୁତର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଗୁରୁତର ମହିଳା ଜଣକ ଲୋଇସିଂହା ର ସୁବର୍ଣ୍ଣ ହରିପାଲ ବୋଲି ପରିଚୟ ମିଳିଛି। ଆଜି ରାତି ପ୍ରାୟ ୮ଟା ସମୟରେ ଘଟଣା ଘଟିଥିବା ସୂଚନା ମିଳିଛି। ସ୍ଥାନୀୟଙ୍କ ସହଯୋଗରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ୍ ଓ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେ ଚିକିତ୍ସାଧୀନ ଅଛନ୍ତି।