Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh

ବରଗଡ: ବରଗଡ଼ ସାଂସଦ ଲୋକସଭାରେ ଓଡ଼ିଶାର ଜଳ ଶକ୍ତି ମିଶନ ପ୍ରସଙ୍ଗରେ କଲେ ଆଲୋଚନା

ଲୋକସଭାରେ ଓଡ଼ିଶାର ଜଳ ଶକ୍ତି ମିଶନ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଗୁରୁବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ଲୋକସଭାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଜଳ ଶକ୍ତି ପ୍ରସଙ୍ଗ ଉଠାଇଛନ୍ତି | ଓଡିଶାରେ କିପରି କାର୍ଯ୍ୟ ହେବ ଏବଂ ଲୋକେ କେତେ ଉପକୃତ ହୋଇପାରିବେ ସେନେଇ ପ୍ରଶ୍ନ କରିଥିଲେ | କେନ୍ଦ୍ର ସରକାର କେତେ ଅର୍ଥ ମଂଜୁର କରିଥିବା ବେଳେ ରାଜ୍ୟ ସରକାର କେତେ ଅର୍ଥ ଦେବେ କି ବୋଲି ପ୍ରଶ୍ନ କରିଛନ୍ତି | ତେବେ ଏହି ପ୍ରସଙ୍ଗକୁ ନେଇ ମନ୍ତ୍ରୀ ଉତ୍ତର ରଖିଛନ୍ତି ।

MORE NEWS

ପଦ୍ମପୁର ଭେଉରିଆ ରାସ୍ତାରେ ଥିବା #ଶାନ୍ତିନଗର ର ଦୃଶ୍ୟ ଏହି ଆବର୍ଜନା କିଏ ସଫା କରିବ ଲୋକେ ଟିକେ ଫାଙ୍କା ଜାଗା ଦେଖିଲେ ସେଠି ମଇଲା ପକାଉଛନ୍ତି। କେବଳ ବିଜ୍ଞାପିତ ପରିଷଦ କିମ୍ବା ଗ୍ରାମ ପଞ୍ଚାୟତ ଏହି ସଫେଇ କରିବ ନା ଲୋକଙ୍କ କିଛି ଦାଇତ୍ବ ଅଛି । ପରିବେଶ ସଫା ସୁତୁରା ରଖିବା ସମସ୍ତଙ୍କର ଦାଇତ୍ବ କିନ୍ତୁ ଏଠି ପ୍ରଶ୍ନ ଉଠୁଛି ପରିବେଶ କୁ ଖରାପ କରୁଥିବା ଲୋକ କେବେ ପରିବେଶ କୁ ସଫା ସୁତୁରା କରିବା ପାଇଁ କାହିଁକି ଆଗେଇ ଆସେ ନାହିଁ । 
ଜନସାଧାରଣ ଙ୍କ ତରଫରୁ ବିଭାଗୀୟ ଅଧିକାରୀ ଙ୍କୁ ଗୁରୁତ୍ବ ଦେବାକୁ ଦାବୀ ହୋଇଛି ।
#everyonefollowers 
#padampurtv

ପଦ୍ମପୁର ଭେଉରିଆ ରାସ୍ତାରେ ଥିବା #ଶାନ୍ତିନଗର ର ଦୃଶ୍ୟ ଏହି ଆବର୍ଜନା କିଏ ସଫା କରିବ ଲୋକେ ଟିକେ ଫାଙ୍କା ଜାଗା ଦେଖିଲେ ସେଠି ମଇଲା ପକାଉଛନ୍ତି। କେବଳ ବିଜ୍ଞାପିତ ପରିଷଦ କିମ୍ବା ଗ୍ରାମ ପଞ୍ଚାୟତ ଏହି ସଫେଇ କରିବ ନା ଲୋକଙ୍କ କିଛି ଦାଇତ୍ବ ଅଛି । ପରିବେଶ ସଫା ସୁତୁରା ରଖିବା ସମସ୍ତଙ୍କର ଦାଇତ୍ବ କିନ୍ତୁ ଏଠି ପ୍ରଶ୍ନ ଉଠୁଛି ପରିବେଶ କୁ ଖରାପ କରୁଥିବା ଲୋକ କେବେ ପରିବେଶ କୁ ସଫା ସୁତୁରା କରିବା ପାଇଁ କାହିଁକି ଆଗେଇ ଆସେ ନାହିଁ । ଜନସାଧାରଣ ଙ୍କ ତରଫରୁ ବିଭାଗୀୟ ଅଧିକାରୀ ଙ୍କୁ ଗୁରୁତ୍ବ ଦେବାକୁ ଦାବୀ ହୋଇଛି । #everyonefollowers #padampurtv

Bargarh, Bargarh (Baragarh) | Jul 27, 2026

ଆଜି କଂଗ୍ରେସ ଭବନ ପରିସରରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସମ୍ୱଲପୁରରୁ ଆସି ଶତାଧିକ କର୍ମୀ ଓ ନେତୃବୃନ୍ଦ ବିଜେଡି ଏଵଂ ବିଜେପି ପରିତ୍ୟାଗ କରି କଂଗ୍ରେସରେ ଯୋଗ ଦେଇଥିଲେ।

ଆଜି କଂଗ୍ରେସ ଭବନ ପରିସରରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସମ୍ୱଲପୁରରୁ ଆସି ଶତାଧିକ କର୍ମୀ ଓ ନେତୃବୃନ୍ଦ ବିଜେଡି ଏଵଂ ବିଜେପି ପରିତ୍ୟାଗ କରି କଂଗ୍ରେସରେ ଯୋଗ ଦେଇଥିଲେ।

Bargarh, Bargarh (Baragarh) | Jul 27, 2026

ବରଗଡ: ବରଗଡ଼ ସାଂସଦ ଲୋକସଭାରେ ଓଡ଼ିଶାର ଜଳ ଶକ୍ତି ମିଶନ ପ୍ରସଙ୍ଗରେ କଲେ ଆଲୋଚନା - Bargarh News