କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ସହର ରଥ ସାହି ରେ ଅନୁଷ୍ଠିତ ହୋଇଛି ପବିତ୍ର ବାହୁଡା଼ ଯାତ୍ରା, ବିଧାୟକ କଲେ ଛେରା ପହରା.
କବିସୂର୍ଯ୍ୟନଗର ସହର ରଥ ସାହି ରେ ଅନୁଷ୍ଠିତ ହୋଇଛି ପବିତ୍ର ବାହୁଡା଼ ଯାତ୍ରା, ବିଧାୟକ କଲେ ଛେରା ପହରା.ଆଜି ହେଉଛି ବିଶ୍ୱ ବାହୁଡା଼ ଯାତ୍ରା.ବିଶ୍ୱର ସବୁଠି ପାଳିତ ହୋଇଛି ଏହି ବାହୁଡା଼ ଯାତ୍ରା. ଭାଇ ଭଉଣୀ ଙ୍କୁ ସାଥରେ ନେଇ ଗୁଣ୍ଡିଚା ମନ୍ଦିର ରୁ ବାହାରି ନିଜ ମନ୍ଦିର ଯିବାକୁ ବାହୁଡ଼ିଛନ୍ତି ମହାପ୍ରଭୁ ଜଗନ୍ନାଥ. ଯାହାକୁ ନେଇ ଭକ୍ତ ଭଗବାନ ମଧ୍ୟରେ ଥିବା ଭକ୍ତିପୂତ ସମ୍ପର୍କ ଆହୁରି ନିବିଡ଼ ହୋଇଛି. ସେହିପରି କବିସୂର୍ଯ୍ୟନଗର ସହର ରେ ରହିଥିବା ସର୍ବପୁରାତନ ଜଗନ୍ନାଥ ମନ୍ଦିର ରେ ବାହୁଡା ଯାତ୍ରାରେ ସାମିଲ ହୋଇଛନ୍ତି ବିଧାୟକ।