କଟକ ପୌରାଞ୍ଚଳ: ଭଷାଣି ପାଇଁ ଶାନ୍ତି କମିଟିର ପ୍ରସ୍ତୁତି ବୈଠକ: ପୂଜା ବିଭ୍ରାଟ ଉପରେ ହେଲା ଆଲୋଚନା
ଦୁର୍ଗା ପୂଜାରେ ହୋଇଥିବା ବିଭ୍ରାଟକୁ ନେଇ ଶାନ୍ତି କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଆଗାମୀ ଭଷାଣି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।