#CrimeNews #ବ୍ରଜରାଜନଗରରେ_ଶାନ୍ତି_ଶୃଙ୍ଖଳା_ରକ୍ଷା_ପାଇଁ_ପୋଲିସର_ଫ୍ଲାଗ_ମାର୍ଚ୍ଚ।
ଆଗାମୀ ପର୍ବ ପର୍ବାଣୀ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ରଜରାଜନଗର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ସହରର ପ୍ରମୁଖ ଛକ, ସମ୍ବେଦନଶୀଳ ଅଞ୍ଚଳ ଏବଂ ଭିଡ ଜମୁଥିବା ସ୍ଥାନମାନଙ୍କରେ ଫ୍ଲାଗ ମାର୍ଚ୍ଚ କରିଛି।
#Brajrajnagar #brajrajnagarpolice #brjnlive #SpJharsuguda #ganeshutsav
Jharsuguda, Jharsuguda | Sep 12, 2026