କଟକ ପୌରାଞ୍ଚଳ: କଟକରେ ମଧୁବାବୁ ପେନସନ୍ ଯୋଜନା ଓ UPMP ପୋର୍ଟାଲର ଶୁଭାରମ୍ଭ
କଟକ ଶହୀଦ ଭବନରେ ମଧୁବାବୁ ପେନସନ୍ ଯୋଜନାର ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ସହ UPMP ପୋର୍ଟାଲର ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ଭର୍ତ୍ତୃହରି ମହତାବ ଓ ଜିଲ୍ଲାର ବହୁ ବିଧାୟକ ଉପସ୍ଥିତ ଥିଲେ।