Public App Logo
Jansamasya
News
Bjp
National
Police
Bihar
India
चोरी
बीजेपी
Uttar_pradesh
Accident
Congress
Modi
Delhi
Viral
पेट्रोल
Up
Bollywood
दिल्ली
Breakingnews
Madhya_pradesh
Nsui
Pmmodi
Telangana
Rahulgandhi
Chhattisgarh
Uttarpradesh
Haryana
Cricket
Sdm

ଘସିପୁରା ବ୍ଲକ ଅଳତୀ ଦରିଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟତ୍ରୀ ସୁଜାତା ସୁତାରଙ୍କର ପ୍ରଧାନ ଶିକ୍ଷୟତ୍ରୀ ଭାବେ ତରୁଆଁ ଦଧିବାମନ ନୋଡାଲ ଉଚ୍ଚ ବିଦ୍ୟାଳୟ କୁ ବଦଳି ହୋଇଛନ୍ତି ।

Ghasipura, Kendujhar | Jul 3, 2026

MORE NEWS

ପଦୋନ୍ନତି ପାଇଥିବା #ଅଳତୀ ସରକାରୀ ଦରିଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ଭବ୍ଯ #ବିଦାୟୀ_ସମ୍ବର୍ଦ୍ଧନା।
#Sujata_Sutar #Alati #Ghasipura #Kendujhar #DNHighSchool

ପଦୋନ୍ନତି ପାଇଥିବା #ଅଳତୀ ସରକାରୀ ଦରିଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ଭବ୍ଯ #ବିଦାୟୀ_ସମ୍ବର୍ଦ୍ଧନା। #Sujata_Sutar #Alati #Ghasipura #Kendujhar #DNHighSchool

Ghasipura, Kendujhar | Jul 3, 2026

ସାଇଁକୁଳ ଆଶ୍ରମ  ବିଦ୍ଯାଳୟର ସହକାରୀ ଶିକ୍ଷକ ସନ୍ତୋଷ କରଙ୍କୁ ଅବସର  ସମ୍ବର୍ଦ୍ଧନା ,, ଘଷିପୁରା ବ୍ଲକ ଅଧିନ ସାଇଁକୁଳ  ସରକାରୀ ଆଶ୍ରମ  ବିଦ୍ଯାଳୟର ସହକାରୀ ଶିକ୍ଷକ ସନ୍ତୋଷକୁମାର କରଙ୍କୁ  ବିଦ୍ଯାଳୟ ପକ୍ଷରୁ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି।

ପ୍ରେମ ପାଇଁ ଜୀବନ ହାରିଲେ ବାପର ଏକମାତ୍ର ବଢ଼ିଲା ପୁଅ ଲିପୁନ ବାରିକ(୨୬) ,ଆନନ୍ଦପୁର ବ୍ଲକ ଟୋଲଙ୍କପଡା ଗ୍ରାମରେ ତାଙ୍କ ମରଶରୀର ପହଞ୍ଚିବାପରେ ହଜାର ହଜାର ଲୋକଙ୍କ ସମାଗମ ,ଶୋକାକୁଳ ପରିବେଶ ସୃଷ୍ଟି

ଘସିପୁରା ବ୍ଲକ ଅଳତୀ ଦରିଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟତ୍ରୀ ସୁଜାତା ସୁତାରଙ୍କର ପ୍ରଧାନ ଶିକ୍ଷୟତ୍ରୀ ଭାବେ ତରୁଆଁ ଦଧିବାମନ ନୋଡାଲ ଉଚ୍ଚ ବିଦ୍ୟାଳୟ କୁ ବଦଳି ହୋଇଛନ୍ତି । - Ghasipura News