Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Gujarat
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh

ଭାରତ ଓ ଅଷ୍ଟ୍ରେଲିଆ ଏକ ମଜବୁତ ଭବିଷ୍ୟତ ନିର୍ମାଣ କରୁଛନ୍ତି!

508 views | Odisha, India | Jul 9, 2026

MORE NEWS

#ଶ୍ରୀ_ଶ୍ରୀ_ସିଦ୍ଧ_ମହାବୀର_ଙ୍କ_ନୂତନ_ବିଗ୍ରହ_ପ୍ରତିଷ୍ଠା_ଉତ୍ସବ
ଯାଜପୁର ପୌରପାଳିକା ଅନ୍ତର୍ଗତ କଲ୍ୟାଣପୁର ଠାରେ ଶ୍ରୀ ଶ୍ରୀ ସିଦ୍ଧ ମହାବୀର  ଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ତିନିଦିନ ଧରି ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବରେ ଅଙ୍କୁରାରୋପଣ, କଳସଯାତ୍ରା, ସୂର୍ଯ୍ୟପୂଜା, ଯଜ୍ଞ, ବିଗ୍ରହ ଷୋଢ଼ଶ ଉପଚାର ଆଦି ପୂଜା ନୀତିକାନ୍ତି ଅନୁଯାୟୀ ଅନୁଷ୍ଠିତ ହୋଇଛି। ଏହି ପ୍ରତିଷ୍ଠା ଉତ୍ସବ ପାଇଁ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ବିଗ୍ରହ ଦର୍ଶନ ପାଇଁ ବହୁ ସାଧୁସନ୍ଥଙ୍କ ସମେତ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି। ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ପୌରଅଧକ୍ଷା ରଞ୍ଜୁଲତା ହୋତା ଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ମାନେ ମଧ୍ୟ ବିଗ୍ରହ ଦର୍ଶନ କରି ଆଶିଷ କାମନା କରିଛନ୍ତି। ପ୍ରତ୍ୟହ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଛି।
#Aeiodisha #JajpurNews #jajpurkhabar #lntvnetwork

#ଶ୍ରୀ_ଶ୍ରୀ_ସିଦ୍ଧ_ମହାବୀର_ଙ୍କ_ନୂତନ_ବିଗ୍ରହ_ପ୍ରତିଷ୍ଠା_ଉତ୍ସବ ଯାଜପୁର ପୌରପାଳିକା ଅନ୍ତର୍ଗତ କଲ୍ୟାଣପୁର ଠାରେ ଶ୍ରୀ ଶ୍ରୀ ସିଦ୍ଧ ମହାବୀର ଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ତିନିଦିନ ଧରି ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବରେ ଅଙ୍କୁରାରୋପଣ, କଳସଯାତ୍ରା, ସୂର୍ଯ୍ୟପୂଜା, ଯଜ୍ଞ, ବିଗ୍ରହ ଷୋଢ଼ଶ ଉପଚାର ଆଦି ପୂଜା ନୀତିକାନ୍ତି ଅନୁଯାୟୀ ଅନୁଷ୍ଠିତ ହୋଇଛି। ଏହି ପ୍ରତିଷ୍ଠା ଉତ୍ସବ ପାଇଁ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ବିଗ୍ରହ ଦର୍ଶନ ପାଇଁ ବହୁ ସାଧୁସନ୍ଥଙ୍କ ସମେତ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି। ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ପୌରଅଧକ୍ଷା ରଞ୍ଜୁଲତା ହୋତା ଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ମାନେ ମଧ୍ୟ ବିଗ୍ରହ ଦର୍ଶନ କରି ଆଶିଷ କାମନା କରିଛନ୍ତି। ପ୍ରତ୍ୟହ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଛି। #Aeiodisha #JajpurNews #jajpurkhabar #lntvnetwork

Bhubaneswar M Corp, Khordha | Jul 10, 2026

#ମୁଖ୍ୟମନ୍ତ୍ରୀଙ୍କୁ_କ୍ଷମା_ମାଗ
ପ୍ରଥମରୁ ଅଷ୍ଟମ-ବହିରେ ହଜାରେ ଭୁଲ | ମୁଖ୍ୟମନ୍ତ୍ରୀଙ୍କ ଭୁଲ କଣ | EP-288 | Odisha Textbook Row Deepens as Minister Defends Inclusion of 'Nimbuda' Folk Song Under NEP | Full Story | Sunil Jena Analysis | The Politics Odia #odisha #odishanews #thepoliticsodia #odishapolitics #Education #NEP2020 #TextbookControversy #SCERT #OdishaEducation #SunilJena #MohanMajhi #nityanadagand

👉 Political Lens Link
ସମ୍ପୁର୍ଣ୍ଣ ଭିଡିଓ ଦେଖିବାକୁ କ୍ଲିକ୍ କରନ୍ତୁ
https://youtu.be/FW0Z1GmlhIE?si=MoNrV3rxIxCr2_ZS

#ମୁଖ୍ୟମନ୍ତ୍ରୀଙ୍କୁ_କ୍ଷମା_ମାଗ ପ୍ରଥମରୁ ଅଷ୍ଟମ-ବହିରେ ହଜାରେ ଭୁଲ | ମୁଖ୍ୟମନ୍ତ୍ରୀଙ୍କ ଭୁଲ କଣ | EP-288 | Odisha Textbook Row Deepens as Minister Defends Inclusion of 'Nimbuda' Folk Song Under NEP | Full Story | Sunil Jena Analysis | The Politics Odia #odisha #odishanews #thepoliticsodia #odishapolitics #Education #NEP2020 #TextbookControversy #SCERT #OdishaEducation #SunilJena #MohanMajhi #nityanadagand 👉 Political Lens Link ସମ୍ପୁର୍ଣ୍ଣ ଭିଡିଓ ଦେଖିବାକୁ କ୍ଲିକ୍ କରନ୍ତୁ https://youtu.be/FW0Z1GmlhIE?si=MoNrV3rxIxCr2_ZS

Bhubaneswar M Corp, Khordha | Jul 10, 2026