Public App Logo
Profile Picture

MyGov Odia

@MyGovOdia
7901Followers
0Following
#AsianGames2026 ରେ ଟିମ୍ ଇଣ୍ଡିଆ ଏକ ଚମତ୍କାର ଅଭିଯାନର ସମାପ୍ତି କରି ୮୫ଟି ପଦକ ସହ ୪ର୍ଥ ସ୍ଥାନ ହାସଲ କରିଛି
ସେହି ସମୟରେ ମୁଁ ହନୁମାନ ଚାଳିଶା ପାଠ କରୁଥିଲି...
ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରୟାସକୁ ରାଷ୍ଟ୍ରପତି ପୁଟିନଙ୍କ ପ୍ରଶଂସା...
ଆମେ ଭାରତୀୟ, ଜୀବନ ବଞ୍ଚାଇବାରେ ବିଶ୍ୱାସ କରୁଥିବା ଲୋକ
ଆଜି #GandhiJayanti ଅବସରରେ, ପ୍ରତି ସପ୍ତାହରେ ୨ ଘଣ୍ଟା ସ୍ୱଚ୍ଛତା ପାଇଁ ଦେବାର ସଂକଳ୍ପ ନିଅନ୍ତୁ।
ମହିଳା ୭୫ କି.ଗ୍ରା. ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଲେ ବକ୍ସର Lovlina Borgohain
୧୫୭ତମ ଜୟନ୍ତୀରେ ବାପୁଙ୍କୁ ସ୍ମରଣ...ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ପିଏମ Narendra Modi ନୂଆଦିଲ୍ଲୀର ବିଜୟ ଘାଟରେ ଜଣାଇଲେ ଶ୍ରଦ୍ଧାଞ୍ଜଳି
ମଧ୍ୟ-ଆକାଶୀୟ ଜରୁରୀ ପରିସ୍ଥିତି ସମୟରେ ସାହସ ଓ ଉପସ୍ଥିତ ବୁଦ୍ଧିର ପରିଚୟ ଦେଇଥିବା କ୍ୟାପଟେନ୍ ସ୍ମିତ ମାଚ୍ଛରଙ୍କୁ ପିଏମଙ୍କ ପ୍ରଶଂସା
ଗତକାଲିର ହାଇଜାକ୍ ଘଟଣାରେ ଭାରତୀୟ ପାଇଲଟ୍‌ଙ୍କ ସାହସିକ ପଦକ୍ଷେପକୁ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପ୍ରଶଂସା
୧ ଅକ୍ଟୋବର ୨୦୨୬: ଆଜିର ମର୍ଣ୍ଣିଂ ମୋମେଣ୍ଟମରେ ଦେଖନ୍ତୁ ତିନୋଟି ବଡ଼ ସଫଳତା...
କ୍ୟାନଭାସ୍‌ରେ ଆଙ୍କନ୍ତୁ ଆପଣଙ୍କ ‘Blue Vision’! ଏକ ସମୃଦ୍ଧ Blue Economy ଆପଣଙ୍କ ପାଇଁ କ’ଣ ଅର୍ଥ ବହନ କରେ?
PRASHAD Scheme ଅଧୀନରେ ମୟୂରଭଞ୍ଜର ଖିଚିଂସ୍ଥିତ ମା’ କୀଚକେଶ୍ୱରୀ ମନ୍ଦିର ପରିସରର ବିକାଶ ପାଇଁ ୪୪.୯୧ କୋଟି ମଞ୍ଜୁର
ଭାରତର ଆଉ ଏକ ବଡ଼ ବିଜୟ ! ଏସିଆନ୍ ଗେମ୍ସ ୨୦୨୬ରେ ଭାରତ ପାଇଁ ଆଥଲେଟିକ୍ସରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି
ଏସିଆନ୍ ଗେମ୍ସ ୨୦୨୬ରେ ଟ୍ରାପ୍ ମିକ୍ସଡ୍ ଟିମ୍‌ରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଲେ ନୀରୁ ଓ କିନାନ୍
ଭାରତର ଝିଅମାନଙ୍କ ସ୍ୱର୍ଣ୍ଣିମ ଦୌଡ଼! ଦେଶର ଏହି ଗୌରବମୟ ଝିଅମାନେ ପୁଣିଥରେ ଇତିହାସ ରଚିଛନ୍ତି...
୩୦ ସେପ୍ଟେମ୍ବର ୨୦୨୬: ଆଜିର ମର୍ଣ୍ଣିଂ ମୋମେଣ୍ଟମରେ ଦେଖନ୍ତୁ ତିନୋଟି ବଡ଼ ସଫଳତା
#MyGovରେ National Space Day Quiz 2026ରେ ଅଂଶଗ୍ରହଣ କରନ୍ତୁ
#MyGovରେ ଭାରତର ସେମିକଣ୍ଡକ୍ଟର ଯାତ୍ରା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତୁ....
#MyGovରେ ଆୟୋଜିତ DPDP ପାଇଁ ମାସ୍କଟ୍ ଡିଜାଇନ୍ ଓ ନାମକରଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତୁ...
ଗର୍ବିତ ଭାରତ, ଗର୍ବିତ ଓଡ଼ିଶା ! IICTian ରାଜୀବ ଲୋଚନ ଚାନ୍ଦ ବିଶ୍ୱ ମଞ୍ଚରେ ନିଜ ପ୍ରତିଭାର ଚମକ ଦେଖାଇ ଭାରତର ଗୌରବ ବଢ଼ାଇଛନ୍ତି
ଏସିଆନ୍ ଗେମ୍ସ ୨୦୨୬ରେ ଐତିହାସିକ ସ୍ୱର୍ଣ୍ଣ ! ଭାରତର ଆର୍ଚର ନାଏବ ସୁବେଦାର ନୀରୁ ଧାଣ୍ଡା ଏସିଆନ୍ ଗେମ୍ସ ୨୦୨୬ରେ ରଚିଲେ ଇତିହାସ
ଭାରତର ଭବିଷ୍ୟତ ପାଇଁ ଦରକାର ବଡ଼ ଚିନ୍ତାଧାରା ରଖୁଥିବା ଯୁବପିଢ଼ି...ଆପଣ ପ୍ରସ୍ତୁତ କି?
ଭାରତୀୟ ଆଥଲେଟିକ୍ସ ରେକର୍ଡ ବୁକ୍‌ରେ ନୂଆ ନାମ ! ଏସିଆନ୍ ଗେମ୍ସ ୨୦୨୬ରେ ଐତିହାସିକ ପ୍ରଦର୍ଶନ!
ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ସଂକଳ୍ପ