ଅନୁଗୋଳ: ସୁଲୁ ବସ ଦୁର୍ଘଟଣା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ପ୍ରତିକ୍ରିୟା ରଖିଲେ ଅମିତ୍ ବେହେରା
Anugul, Angul | Nov 26, 2025 ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଜେରେଙ୍ଗ ଦେହୁରୀ ସାହି ନିକଟରେ ଗୋଟିଏ ବସ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିଲା। ଯାହା ଫଳରେ ବସରେ ଥିବା କିଛି ବ୍ୟକ୍ତି ଆହତ ହୋଇଥିବା ବେଳେ ଆଉ କିଛି ବ୍ୟକ୍ତି ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।