Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
हादसा
News
पुलिस
Maharashtra
Bjp
National
Police
Bihar
India
जनसमस्या
कांग्रेस
चोरी
Accident
Congress
Modi
Delhi
Viral
Crime
Rajasthan
Bollywood
Patna
Breakingnews
Narendramodi
Nitishkumar
Madhya_pradesh
Nsui
उत्तरप्रदेश
Madhyapradesh
Pmmodi
angulexpress39
ମୋଟରସାଇକଲକୁ ଧକ୍କା ଦେଲା ହାଇୱା, ଜଣେ ଯୁବତୀ ମୃତ; ଦୁଇ ଗୁରୁତର। ବିଶ୍ୱକର୍ମା ପୂଜା ଦେଖିବାକୁ ଯିବା ହେଲା କାଳ। #anugul #angulexpress #RoadAccident
Anugul, Angul
| Sep 20, 2026
#anugul
#angulexpress
#roadaccident
MORE NEWS
ନାଲକୋ ନଗର ବିଶ୍ୱକର୍ମା ପୂଜାରେ ପ୍ରଥମ କରି ମୀନା ବଜାରରେ ନୂଆଁ ଆଇଟମ୍ ଦୋଳି ସହ ଜଳପରୀ । ଦର୍ଶକଙ୍କୁ ଆକୃଷ୍ଟ କରୁଛି ଏହି ଦୋଳି 'ମାଉସୀ ମା ମନ୍ଦିର ନିକଟରେ ପଡିଛି ଏହି ଦୋଳି ବଜାର । #anugul #Nalco #viswakarmapuja #angulexpress
Anugul, Angul | Sep 20, 2026
ଅନୁଗୋଳ ଜିଲ୍ଲା ଶିଳ୍ପ ନଗରୀ ନାଲକୋରେ ଜମୁଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ' ନାଲକୋକୁ ଦର୍ଶକଙ୍କ ପ୍ରଶଂସା । #Nalco #viswakarmapuja #anugul #angulexpress
Anugul, Angul | Sep 20, 2026
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୁତ୍ତଙ୍କ ଦ୍ୱାରା କୁକୁଡ଼ା ଦୋକାନୀ କୁ ଆକ୍ରମଣ ' କୁକୁଡ଼ା ଦୋକାନୀ ମୃତ। #Bhadrak #angulexpress #Odisha
Anugul, Angul | Sep 20, 2026
#IPS_ଜଗମୋହନ_ମୀନାଙ୍କୁ #ବିଦାୟ_କାଳୀନ_ସମ୍ବର୍ଦ୍ଧନା #ଭୁବନେଶ୍ୱର_ଡିସିପି_ପଦରୁ_ବିଦାୟ_ନେଲେ_IPS_ଜଗମୋହନ_ମୀନା। ତାଙ୍କର ଅବିରତ ସେବା ଏବଂ ଅତୁଟ ନିଷ୍ଠା ପାଇଁ ଗର୍ବିତ ହୋଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଲା ଭୁବନେଶ୍ୱର କମିଶନରେଟ ପୋଲିସ । ସହରର ଶାନ୍ତି ଓ ସୁରକ୍ଷା ବଜାୟ ରଖିବାରେ IPS ଶ୍ରୀ ମୀନାଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ। ବିଦାୟୀ ଡିସିପି ଶ୍ରୀ ଜଗମୋହନ ମୀନା (ଆଇପିଏସ୍) ଙ୍କୁ ଆଗାମୀ ଯାତ୍ରା ପାଇଁ ସମଗ୍ର କମିଶନରେଟ୍ ପୋଲିସ ପରିବାର ତରଫରୁ ଅଶେଷ ଧନ୍ୟବାଦ ଏବଂ ହାର୍ଦ୍ଦିକ ବିଦାୟକାଳୀନ ଶୁଭେଚ୍ଛା ।#Farewell #DCPBhubaneswar #JagmohanMeenaIPS #CommissioneratePolice #Bhubaneswar #anugul #angulexpress Odisha Police Organisation Dcp Bhubaneswar DCP Kataka
Anugul, Angul | Sep 20, 2026
ଅନୁଗୋଳ ନାଲକୋ ଥାନାରେ ଚୁରିର ଅଭିଯୋଗ, ପୁଲିସର ତଦନ୍ତ ଆରମ୍ଭ#ନାଲକୋ#ଅନୁଗୋଳ#damanbani
Anugul, Angul | Sep 20, 2026
ମଧ୍ୟପ୍ରଦେଶରେ ବଡ ଅଘଟଣ । ଝରଣାରେ ଭାସିଯାଇ ଗୋଟିଏ ପରିବାରର ୭ ଓଡ଼ିଆ ପର୍ଯ୍ୟଟକ ମୃତ । ସମସ୍ତ ମୃତକ ଭୁବନେଶ୍ବର ଜୟଦେବ ବିହାର ଅଞ୍ଚଳରl ମଧ୍ୟପ୍ରଦେଶ ଅଗର ମାଲୱା ଜିଲ୍ଲାର ନଲଖେଡ଼ାର ଝରଣାରେ ଭାସିଯାଇ ମୃତ ଉଜ୍ଜୟିନୀରୁ ବଗଳାମୁଖି ମନ୍ଦିର ଦର୍ଶନ ପାଇଁ କାର୍ ଯୋଗେ ଯାଉଥିଲେl ଝରଣାରେ ବଢ଼ି ପାଣି ଥିଲେ ମଧ୍ୟ ଡ୍ରାଇଭର ଦୁଃସାହସରୁ ଅଘଟଣ ଘଟିଥିବା କୁହାଯାଉଛି#damanbani
Anugul, Angul | Sep 19, 2026
ଅନୁଗୋଳ ଜିଲ୍ଲା ନାଲକୋ ନଗରଠାରେ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ଓରମାସ ତରଫରୁ ସପ୍ତଦଶ ତମ ଜାତୀୟ ପଲ୍ଲୀଶ୍ରୀ ମେଳା ଆୟୋଜିତ। ଅନୁଗୋଳ ଏସପି ରାହୁଲ ଜୈନଙ୍କ ପ୍ରତିକ୍ରିୟା #anugul #Nalco #angulexpress
Anugul, Angul | Sep 19, 2026
୧୯ରୁ ଅଧିକ ପୂଜା ମଣ୍ଡପରେ ପହଞ୍ଚିଲେ ବିଧାୟକ ବ୍ରଜକିଶୋର ପ୍ରଧାନ ତାଳଚେରବାସୀଙ୍କ ସୁଖ, ସମୃଦ୍ଧି ଓ ଶାନ୍ତି ପାଇଁ କଲେ ପ୍ରାର୍ଥନା#ତାଳଚେର#ଅନୁଗୋଳ#ଦମନବାଣୀ
Anugul, Angul | Sep 19, 2026