ସତ୍ୟବାଦୀ: ଝାରଡ଼ାରେ ଗଜଲକ୍ଷ୍ମୀ ପୂଜା: ଦର୍ଶନ କଲେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର
Satyabadi, Puri | Oct 27, 2026 ବିଜିପୁର ପଞ୍ଚାୟତ ଝାରଡ଼ା ଗ୍ରାମରେ ଚାଲିଥିବା ଗଜଲକ୍ଷ୍ମୀ ପୂଜାରେ ଯୋଗ ଦେଇ ମା'ଙ୍କ ଆଶୀର୍ବାଦ ନେଲେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର। ପୂଜା କମିଟି ସଦସ୍ୟଙ୍କ ସହ କଲେ ଆଲୋଚନା।