ପାଟକୁରା: ପାଟକୁରାର ଅମ୍ବୁରା ବିଦ୍ୟାଳୟର ପ୍ରଧାନଶିକ୍ଷକ ନିଶାସକ୍ତ ଅବସ୍ଥାରେ ଥିଲେ
ପାଟକୁରା ଡେରାବିଶ ବ୍ଲକର ଅମ୍ବୁରା ସରକାରୀ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଶିକ୍ଷକ ସେପ୍ଟେମ୍ବର 8 ତାରିଖରେ ବିଦ୍ୟାଳୟରେ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଥିଲେ। ଏହି ବିଷୟ ଡେରାବିଶ ବ୍ଲକ ଶିକ୍ଷା ଅଧିକାରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ କୁହାଯାଇଛି।