ଭୁବନେଶ୍ୱର: ନୟାପଲ୍ଲୀ ଦୁଷ୍କର୍ମ ମାମଲା: ସହଯୋଗୀଙ୍କ ସହ ଗ୍ୟାରେଜ ମାଲିକ ଗିରଫ
Bhubaneswar, Khordha | Oct 4, 2026
ନୟାପଲ୍ଲୀରେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଦୁଷ୍କର୍ମ ମାମଲାରେ କ୍ୟାପିଟାଲ ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ଶ୍ରୀଧରର ସହଯୋଗୀ ଓ ଗ୍ୟାରେଜ ମାଲିକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ଚୋରି ହୋଇଥିବା ବାଇକ୍ ବିକ୍ରି ଅଭିଯୋଗରେ ଏହି ଗିରଫଦାରୀ ହୋଇଛି।