Public App Logo
Jansamasya
News
���ुलिस
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
���प
Agra

ତଲସରା: କରୁଆବାହାଲ ଗ୍ରାମରେ ଖାଦ୍ୟ ଉତ୍ସବ ଅନୁଷ୍ଠିତ

Talasara, Sundargarh | Dec 13, 2025
ପୋଷଣ ଓ ଔଷଧୀୟ ମୂଲ୍ୟ ବିଷୟରେ ସମୁଦାୟରେ ସଚେତନତା ସୃଷ୍ଟି କରିବାକୁ, ସାମାଜିକ ସେବା ସଦନ ଦ୍ୱାରା ଆଜି ବଡ଼ଗାଁ ବ୍ଲକ୍‌ର ରୁନଗାଁ ପଞ୍ଚାୟତ ଅନ୍ତର୍ଗତ କରୁଆବାହାଳ ଗ୍ରାମରେ ଏକ ସରଳ ତଥା ଆକର୍ଷଣୀୟ ଖାଦ୍ୟ ଉତ୍ସବର ଆୟୋଜନ ହୋଇଯାଇଛି lଗ୍ରାମବାସୀ, ଅତିଥି ଓ ସମୁଦାୟ ସଦସ୍ୟମାନେ ବଡ଼ ଉତ୍ସାହରେ ଉପସ୍ଥିତ ହୋଇଥିଲେ। ଉତ୍ସବର ଆରମ୍ଭରେ ଅତିଥିମାନଙ୍କୁ ପରମ୍ପରାଗତ ଭାବରେ ହାତଧୋଇବା, ସ୍ବାଗତ ସଙ୍ଗୀତ ଓ ପୁଷ୍ପଗୁଛ ଦେଇ ସମ୍ମାନ କରାଯାଇଥିଲା।